header ad

Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ

ଓଲିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ର(Ollywood Actress Lipsa Mishra) । ଚଳିତ ବର୍ଷ ଫେବୃଆରୀ ୨୭ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ(Akash Acharya) ଜୀବନ ସାଥୀ କରିଛନ୍ତି ଲିପ୍ସା । ତେବେ, ବିବାହର ଏକ ମାସ ପରେ ଉଭୟ ପତିପତ୍ନୀ ବର୍ତ୍ତମାନ ହନିମୁନରେ ଯାଇଛନ୍ତି। ଲିପ୍ପା ମିଶ୍ର ନିଜ ସ୍ବାମୀଙ୍କ ସହ ସିଙ୍ଗାପୁର ଯାତ୍ରା କରିଛନ୍ତି। ସେଠାରେ ସେ ନିଜ ସ୍ବାମୀ ଆକାଶଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି ।


Leave a comment

Advertisement

ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image ad image

Newsletter

Aliqu justo et labore at eirmod justo sea erat diam dolor diam vero kasd

Lorem ipsum dolor sit amet elit
Get In Touch

313, B Block, 3rd Floor, Privillion East Wing, S.G. Highway, Ahmedabad, Gujarat, 380054

+079 27632734

customercare@ahmedabadsubha.com

Follow Us

© Ahemdabad Subha News. All Rights Reserved. Designed & Developed by M/S Shadow Solutions